Sunyabasi Gorekha Goseva Sansthan

Sunyabasi Gorekha Goseva Sansthan Hundreds of Injured Cows and Bulls are in Agony. Our Heart Melt for Them. Help us to Save Them.

19/03/2026

ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ବିକ୍ରମ ସମ୍ବତ୍ ୨୦୮୩ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ।

ଆସନ୍ତୁ ଚଳିତ ବର୍ଷ ରଙ୍ଗର ଉତ୍ସବ ହୋଲି ଗୋବଂଶ ଙ୍କ ସହ ବାବା ଗୋରେଖନାଥ ଗୋଶାଳା ରେ ପାଳିବା । ଆସନ୍ତା ଇଂ ତା ୪/୦୩/୨୦୨୬ , ସକାଳ ୯ ଘଟିକା, ଜ...
26/02/2026

ଆସନ୍ତୁ ଚଳିତ ବର୍ଷ ରଙ୍ଗର ଉତ୍ସବ ହୋଲି ଗୋବଂଶ ଙ୍କ ସହ ବାବା ଗୋରେଖନାଥ ଗୋଶାଳା ରେ ପାଳିବା । ଆସନ୍ତା ଇଂ ତା ୪/୦୩/୨୦୨୬ , ସକାଳ ୯ ଘଟିକା, ଜଗତଜନନୀ ମା ଶାରଳାଙ୍କ ମନ୍ଦିର ରୁ ଗୋଶାଳା ଅଭିମୁଖେ ଶୋଭାଯାତ୍ରା ଏବଂ ରଙ୍ଗୋତ୍ସବ ପାଳନ। ୫୦୦୦ ଶ୍ରୀମଦ୍ ଭଗବତ ଗୀତା ବଣ୍ଟନ । ଗୋ-ପୂଜନ ।

ଆସନ୍ତୁ ଗୋଶଳା ର‌ ଜଣେ ଜଣେ ସଦସ୍ୟ ହେବା । ମାସିକ ସର୍ବନିମ୍ନ ୧୦୦ ଟଙ୍କା ଗୋସେବା ପାଇଁ ସହଯୋଗ କରି ଦୁର୍ଘଟଣାଗ୍ରସ୍ତ ଏବଂ ଉଦ୍ଧାର ହୋଇଥିବା ଗ...
24/12/2025

ଆସନ୍ତୁ ଗୋଶଳା ର‌ ଜଣେ ଜଣେ ସଦସ୍ୟ ହେବା । ମାସିକ ସର୍ବନିମ୍ନ ୧୦୦ ଟଙ୍କା ଗୋସେବା ପାଇଁ ସହଯୋଗ କରି ଦୁର୍ଘଟଣାଗ୍ରସ୍ତ ଏବଂ ଉଦ୍ଧାର ହୋଇଥିବା ଗୋବଂଶ ମାନଙ୍କ ନିମନ୍ତେ ଔଷଧ, ଖାଦ୍ୟ ଉପଲବ୍ଧ କରାଇବା । ଜୟ ଗୋମତା ।

ଜିଲ୍ଲା ମତ୍ସ ଏବଂ ପଶୁସମ୍ପଦ ବିଭାଗ ଆନୁକୂଲ୍ୟରେ ଆୟୋଜିତ ପଶୁ ସମ୍ପଦ ମେଳା ରେ ବାବା ଗୋରେଖନାଥ ଗୋଶାଳା ପକ୍ଷରୁ ହୋଇଥିବା ଷ୍ଟଲ୍ ।
22/12/2025

ଜିଲ୍ଲା ମତ୍ସ ଏବଂ ପଶୁସମ୍ପଦ ବିଭାଗ ଆନୁକୂଲ୍ୟରେ ଆୟୋଜିତ ପଶୁ ସମ୍ପଦ ମେଳା ରେ ବାବା ଗୋରେଖନାଥ ଗୋଶାଳା ପକ୍ଷରୁ ହୋଇଥିବା ଷ୍ଟଲ୍ ।

ପବିତ୍ର ଗୋପାଷ୍ଟମୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଆସନ୍ତୁ ଏହି ପବିତ୍ର ଅବସରରେ ଅସହାୟ ଏବଂ ଦୁର୍ଘଟଣାଗ୍ରସ୍ତ ଗୋବଂଶ ଙ୍କ ଖା...
30/10/2025

ପବିତ୍ର ଗୋପାଷ୍ଟମୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଆସନ୍ତୁ ଏହି ପବିତ୍ର ଅବସରରେ ଅସହାୟ ଏବଂ ଦୁର୍ଘଟଣାଗ୍ରସ୍ତ ଗୋବଂଶ ଙ୍କ ଖାଦ୍ୟ ଏବଂ ଚିକିତ୍ସା ନିମନ୍ତେ ସହଯୋଗ ର ହାତ ବଢାଇବା । ଜୟ ଗୋମତା ।

Address

At/Raulapada
Tirtol
764133

Alerts

Be the first to know and let us send you an email when Sunyabasi Gorekha Goseva Sansthan posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Sunyabasi Gorekha Goseva Sansthan:

Share

Category